Use APKPure App
Get Poshan Odia HealthPhone old version APK for Android
Odia: En savoir plus sur les pratiques simples et une bonne nutrition pour prévenir la malnutrition.
ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ୱାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା
1. ଅପପୁଷ୍ଟିର ଲକ୍ଷଣ, ଫଳାଫଳ ଏବଂ ନିରାକରଣ
2. ଗର୍ଭାବସ୍ଥାରେ ଯତ୍ନ: ଗର୍ଭଧାରଣ ସମୟରେ ଯତ୍ନ
3. ସ୍ତନ୍ୟପାନ କରାଇବା ଏବଂ ଛଅ ମାସ ପରେ ଖାଦ୍ୟ
4. ଅପପୁଷ୍ଟି ନିରାକରଣ କରିବା ପାଇଁ ଶପଥ କରନ୍ତୁ
ଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ।
ପ୍ରସ୍ତୁତ କରିଛନ୍ତି: ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ
http://healthphone.org
Last updated on Nov 16, 2017
Fixed the issue related to moving the APK file from device memory to SD card.
Telechargé par
Yuvi Surya
Nécessite Android
Android 4.0.3+
Catégories
Signaler
Poshan Odia HealthPhone
1.2 by Mobile Seva
Nov 16, 2017